ଓଡିଶା

odisha

By

Published : Jun 14, 2022, 4:40 PM IST

ETV Bharat / videos

ସ୍ନାନଯାତ୍ରାରେ କାହିଁକି ମହାପ୍ରଭୁ ଭକ୍ତଙ୍କ ଗହଣରେ ସ୍ନାନ କରିଥାନ୍ତି ଜାଣନ୍ତୁ

କଟକ : ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ । ଚାଲିଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା । ଭଗବାନଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଜଗନ୍ନାଥ ପ୍ରେମୀ । ସ୍ନାନ ମଣ୍ଡପରେ ଚାଲିଛି ଭଗବାନ ଭକ୍ତଙ୍କ ଅପୂର୍ବ ମିଳନ । ଏହି ଦିନରେ ମହାପ୍ରଭୁ ଭକ୍ତ ମାନଙ୍କ ଗହଣରେ ସ୍ନାନ କରନ୍ତି । ତେବେ କାହିଁକି କେବଳ ଏହି ଦିନ ଭକ୍ତଙ୍କ ଗହଣରେ ସ୍ନାନ କରିଥାଆନ୍ତି ? ଆଜି ଦିନର ବିଶେଷତ୍ୱ କଣ..? ଶୁଣନ୍ତୁ କଣ କହୁଛନ୍ତି ପଣ୍ଡିତ ହିମାଂଶୁ ଭୂଷଣ ରଥଶର୍ମା.... ଇଟିଭି ଭାରତ, କଟକ

ABOUT THE AUTHOR

...view details