ଓଡିଶା

odisha

ETV Bharat / videos

କହ୍ନେଇପୁରରେ ପଶିଲା ପ୍ରଥମ ବନ୍ୟା ଜଳ - kanhepur waterlog in flood situation

By

Published : Aug 28, 2020, 12:47 PM IST

ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହିରାକୁଦ ଡ୍ୟାମର 20ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ କଟକ କହ୍ନେଇପୁରରେ ବନ୍ୟା ଜଳ ପ୍ରବେଶ କରିଛି । ତେବେ ବନ୍ୟା ଜଳ ପ୍ରବେଶ ପରେ କିପରି ରହିଛି କହ୍ନେଇପୁର ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ ।

ABOUT THE AUTHOR

...view details