ଓଡିଶା

odisha

By

Published : Jun 6, 2022, 1:41 PM IST

ETV Bharat / videos

ହିମାଳୟରେ ୨୨ ହଜାର ଫୁଟ ଉଚ୍ଚରେ ଯୋଗ କଲେ ITBP

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହିମାଳୟର ୨୨ ହଜାର ୯୫୦ ଫୁଟ ଉଚ୍ଚ ବରଫ ଅଞ୍ଚଳରେ ଯୋଗ ଅଭ୍ୟାସ କରିଛନ୍ତି ଇଣ୍ଡୋ ତିବେତାନ ସୀମା (Indo-Tibetan Border Police) ପୋଲିସ । ଏହାପୂର୍ବରୁ ITBPର ପର୍ବତାରୋହୀମାନେ ଗତ ସପ୍ତାହରେ ମାଉଣ୍ଟ ଆବି ଗାମିନର ଶିଖର ବରଫ ଆଚ୍ଛାଦିତ ସ୍ଥାନରେ ଯୋଗ କରିଥିଲେ । ଦିଲ୍ଲୀ ମୁଖ୍ୟାଳୟର ଆଇଟିବିପି ମୁଖପାତ୍ର ବିବେକ ପାଣ୍ଡେଙ୍କ କହିବା ଅନୁଯାୟୀ, ପର୍ବତର ଶିଖରରେ ପହଞ୍ଚିବା ପାଇଁ ଆଇଟିବିପି ପର୍ବତାରୋହୀଙ୍କ ୧୪ ଜଣିଆ ଟିମ୍ ବରଫରେ ୨୦ ମିନିଟ୍ ଯୋଗ ଅଭ୍ୟାସ କରିଥିଲେ । ଆଇଟିବିପିଙ୍କ ଦ୍ବାରା ଏହା ଏକ ବିରଳ ପ୍ରୟାସ ।

ABOUT THE AUTHOR

...view details