ଓଡିଶା

odisha

By

Published : Jul 18, 2020, 3:37 PM IST

ETV Bharat / videos

କଟକରେ ଲକଡାଉନ କଟକଣା, ଅମାନିଆଙ୍କଠୁ କଟାଯାଉଛି ଫାଇନ

କଟକ: କଟକରେ ନୂଆ ଲାକଡାଉନ କଟକଣା ଲାଗୁ ହୋଇଛି । କୋରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ସିଲଭର ସିଟିର ବିଭିନ୍ନ ସ୍ଥାନର ଚେକିଂକୁ ପୋଲିସ ପକ୍ଷରୁ କଡାକଡି କରାଯାଉଛି । ଯେଉଁ ଅମାନିଆମାନେ ନିୟମ ମାନୁ ନାହାଁନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ ହେଉଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details