ଓଡିଶା

odisha

By

Published : Jul 18, 2020, 2:06 PM IST

ETV Bharat / videos

ଭୁବନେଶ୍ବରରେ ଲକଡାଉନ କଟକଣା: ପଇଁତରା ମାରୁଛି ପୋଲିସ, କାଟୁଛି ଚାଲଣ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପୂର୍ବରୁ ଭୁବନେଶ୍ବର ହଟସ୍ପଟ ସହର ଭାବେ ଉଭା ହୋଇଛି। କୋରୋନା ସଂକ୍ରମଣ ବଢିବାରୁ ରାଜ୍ୟ ସରକାର 4 ଜିଲ୍ଲା ସମେତ ରାଉରକେଲା ସହରକୁ ଲକ ଡାଉନ ଘୋଷଣା କରିଛନ୍ତି । ତେବେ ଭୁବନେଶ୍ବରରେ ଲକଡାଉନ କଟାକଣା ଜାରି ହୋଇଛି । ପ୍ରତ୍ୟେକ ଛକରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ଲକଡାଉନ ଅମାନିଆଙ୍କୁ ପୋଲିସ ସାବାଡ କରିବା ସହିତ ଚାଲଣ ମଧ୍ୟ କାଟୁଛି । ଭୁବନେଶ୍ବରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details