ଓଡିଶା

odisha

ETV Bharat / videos

ବାରବାଟୀ ଲଢେଇ: ହାରିଲା ଭାରତ, ନିରାଶ ଦର୍ଶକ

By

Published : Jun 13, 2022, 7:47 AM IST

କଟକ: କେତେ ଉତ୍ସାହର ସହିତ ମ୍ୟାଚ ଦେଖିବା ପାଇଁ ଟିକେଟ କଲେ । ଭାରତ ଜିତିବ ଆଶା ଫ୍ୟାନ୍ସଙ୍କ ଭିତରେ ଉତ୍କଣ୍ଠା ଭରି ରହିଥିଲା ହେଲେ ସବୁ ପାଣି ଫୋଟକା ପରି ମିଳେଇ ଗଲା । ସକାଳର ଉତ୍ସାହ ସନ୍ଧ୍ୟାରେ ଫିକା ପଡିଗଲା । ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିଜୟ ହାସଲ କରି ନେଇଛି ଭ୍ରମଣକାରୀ ଦଳ । ଫଳରେ ନିରାଶ ହୋଇଛନ୍ତି ହଜାର ହଜାର ଦର୍ଶକ । ଶୁଣନ୍ତୁ କଣ କହୁଛନ୍ତି ଫ୍ୟାନ୍ସ ।

ABOUT THE AUTHOR

...view details