ଓଡିଶା

odisha

ETV Bharat / videos

କୋରୋନାରୁ ସୁସ୍ଥ ଶିଶୁଙ୍କଠାରେ MISC ଲକ୍ଷଣ; ଜାଣନ୍ତୁ କେମିତି ନେବେ ଯତ୍ନ

By

Published : Sep 12, 2021, 4:39 PM IST

କୋରୋନାର ତୃତୀୟ ଲହର ଆରମ୍ଭ ହେବାର ସମ୍ଭାବ୍ୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଶିଶୁଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କୋରୋନାରୁ ସୁସ୍ଥ ହେବାପରେ ଶିଶୁଙ୍କ ଦେହରେ MISC SYMPTOMS ଦେଖାଯାଉଛି । କଣ ରହିଛି MISC ଲକ୍ଷଣ ? କେତେ ପ୍ରତିଶତ ପିଲାଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଯାଉଛି ? ଏହା କେତେ ମାରାତ୍ମକ ଓ କେମିତି ଯତ୍ନ ନେବେ ପରିବାର ଏନେଇ ସମସ୍ତ ବିଷୟରେ ଇଟିଭି ଭାରତର ଡିଜିଟାଲ ଡାଇଲଗରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡ. ପ୍ରଦୀପ ଦେଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ ରୁଦ୍ର ନାରାୟଣ ଦାସ ।

ABOUT THE AUTHOR

...view details