ଓଡିଶା

odisha

ETV Bharat / videos

ଦିଲ୍ଲୀରେ ରାଷ୍ଟ୍ରୀୟ ପ୍ରସଙ୍ଗରୁ ଦୃଷ୍ଟି ଫେରାଇଛନ୍ତି ଜନତା: ପ୍ରତାପ ଷଡଙ୍ଗୀ

By

Published : Feb 12, 2020, 3:08 PM IST

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ଆପ 62 ଟି ଆସନ ନିଜ ଅକ୍ତିଆରକୁ ନେଇଥିବା ବେଳେ ବିଜେପି ଖାତାକୁ ଯାଇଛି 8 ଟି ଆସନ । ତେବେ ଏହି ହେଭିୱେଟ ନିର୍ବାଚନରେ ଆଶାନୂରୁପ ଫଳାଫଳ ବିଜେପିକୁ ମିଳିନଥିବା ବେଳେ କେଉଁଠି ଭୁଲ ରହିଲା, କେଉଁଠି ତ୍ରୁଟି ରହିଲା ସେନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ସ୍ବତନ୍ତ୍ର ସାକ୍ଷାତକାରରେ ଭେଟିଛି 'ଇଟିଭି ଭାରତ'। ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details