ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଫାଣ୍ଡି ଆଗରେ ଲଙ୍କାକାଣ୍ଡ - baleswar
ବାଲେଶ୍ଵର: ନୀଳଗିରି ଉପ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ବାଲେଶ୍ବର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ଘଟଣାରେ ପରିବାର ଲୋକେ ଅଯୋଧ୍ୟା ଫାଣ୍ଡି ଆଗରେ ଜଳାପୋଡା କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ...