ଓଡିଶା

odisha

By

Published : Apr 23, 2022, 3:55 PM IST

ETV Bharat / videos

Chariot Festival: ନିଆରା ପରମ୍ପରା, ଗଧ ଦୌଡ଼ ପ୍ରତିଯୋଗିତା

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ଭାର୍ଜାକରୁରରେ ଜନାର୍ଦ୍ଦନ ଭେଙ୍କେଟେଶ୍ବରସ୍ବାମୀଙ୍କ ରଥ ମହୋତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ନିକଟସ୍ଥ ଅଞ୍ଚଳର ଲୋକଙ୍କ ମଧ୍ୟରେ ଗଧ ଦୌଡ଼ ପ୍ରତିଯୋଗିତା ହୋଇଛି । 18 କିମି ଦୂରତାର ପ୍ରତିଯୋଗିତାରେ ଅନେକ ଲୋକ ନିଜ ଗଧ ସହ ସାମିଲ ହୋଇଥିଲେ । ଏହାକୁ ଦେଖିବା ପାଇଁ ଅନେକଙ୍କ ଭିଡ଼ ଜମିଥିଲା । ଗଧ ପଛେପଛେ ଦର୍ଶକ ମଧ୍ୟ ଯାଉଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଗଧ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ କୋରୋନା ଯୋଗୁଁ ଗତ ଦୁଇ ବର୍ଷ ହେବ ବନ୍ଦ ରହିଥିବା ପ୍ରତିଯୋଗିତା ଆୟୋଜକ କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details