ଓଡିଶା

odisha

By

Published : Jul 12, 2022, 7:59 PM IST

ETV Bharat / videos

ରସଗୋଲା ଦିବସରେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ଲଗାଇଲେ ଭକ୍ତ

ପୁରୀ: ରସଗୋଲା ଦିବସରେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ଲଗାଇଲେ ଭକ୍ତ । ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ନିଳାଦ୍ରୀ ବିଜେରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ପ୍ରବେଶ ବେଳେ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କାରି ଶ୍ରୀମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ଭକ୍ତମାନେ ଆଜି ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ କରିଥାନ୍ତି । ବର୍ଷକରେ ଏହି ଗୋଟିଏ ଥର ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ହେଉଥିବାରୁ ହଜାର ହଜାର ଭକ୍ତ ରସଗୋଲା ଭୋଗ କରିଥିବା ଦେଖିବାକୁ ମିଳିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

...view details