ଓଡିଶା

odisha

ETV Bharat / videos

ଶ୍ରାବଣ ଶେଷ ସୋମବାର, ଚଳଚଞ୍ଚଳ ଶୈବ ପୀଠ

By

Published : Aug 8, 2022, 8:45 AM IST

ଖୋର୍ଦ୍ଧା: ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶୈବ ପୀଠ । ବିଭିନ୍ନ ନଦୀରୁ ଜଳ ଉଠାଇ ଭଗବାନଙ୍କ ନିକଟରେ ଜଳଲାଗି କରିଛନ୍ତି କାଉଡ଼ିଆ । ଜିଲ୍ଲାର ହଟକେଶ୍ୱର, ଗୁରୁଜଙ୍ଗର ଧବଳେଶ୍ବର, ବାଙ୍କୋଇର ତାରେଶ୍ୱର ଦେବଙ୍କ ପୀଠରେ କାଉଡିଆ ମାନେ ଧାଡିରେ ଛିଡା ହୋଇ ଜଳଲାଗି କରିଥିଲେ ।

ABOUT THE AUTHOR

...view details