'ଓଡିଶାରେ ବି ଦୁଷ୍କର୍ମକାରୀଙ୍କୁ ଏମିତି ସଫା କରିବା ଦରକାର'
ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି l ଓଡ଼ିଶାର ମଧ୍ୟ ପ୍ରତ୍ୟେକ ଦିନ ଦୁଷ୍କର୍ମ ହେଉଛି । ରାଜ୍ୟ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରତିଦିନ ଓଡ଼ିଶାରେ ଏଭଳି ଘଟଣା ଘଟୁଛି । ଏଭଳି ଦୋଷୀଙ୍କୁ ସଫା କରିଦେବା ଦରକାର ବୋଲି ସେ କହିଛନ୍ତି । ଓଡ଼ିଶାରେ ଏଭଳି କରିବାର ଆବଶ୍ୟକତା ରହିଛି । ମୁଁ ହାଇଦ୍ରାବାଦ ସରକାରଙ୍କୁ ଧନ୍ୟବାଦ ଦେବି l ଓଡ଼ିଶାରେ ଏଭଳି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ l
Last Updated : Dec 6, 2019, 1:44 PM IST