ଓଡିଶା

odisha

By

Published : Aug 17, 2022, 9:09 PM IST

ETV Bharat / videos

2 ଫୁଟିଆ ଚନ୍ଦନ ବୋଡାକୁ ଗିଳିଲା ୬ ଫୁଟିଆ ନାଗ

ଭୁବନେଶ୍ବର: ବନ୍ୟା ଜଳ ସାପ ଗାତରେ ପଶିବା ପରେ ବେଘର ହୋଇଛନ୍ତି ସାପ ବଂଶ । ଏହାରି ଭିତରେ ଏକ କୌତୁହଳ ଘଟଣା ସାମ୍ନାକୁ ଆସିଛି । 2 ଫୁଟିଆ ଜୀଅନ୍ତା ଚନ୍ଦନ ବୋଡାକୁ ଏକ ୬ ଫୁଟିଆ ନାଗ ଗିଳି ଦେଇଥିବା ଦେଖିବାକୁ ମିଳିଥିଲା । ଏହାଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ତେବେ ନାଗ ସାପଟିର ଲାଞ୍ଜକୁ ଧରି ଉଦ୍ଧାର କଲାବେଳେ ସାପଟି ଏକ 2 ଫୁଟର ଚନ୍ଦନ ବୋଡାକୁ ବାନ୍ତି କରିଥିଲା । ତେବେ ଆଶ୍ଚର୍ଯ୍ୟର କଥା ଯେ ନାଗ ପେଟରୁ ବାହାରିବା ପରେ ମଧ୍ୟ ଚନ୍ଦନ ବୋଡ଼ା ସାପଟି ବଞ୍ଚିଥିଲା । ଦେଖନ୍ତୁ ଭିଡିଓ

ABOUT THE AUTHOR

...view details