ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ଋଣ ସୁଝିଛନ୍ତି ଝାରସୁଗୁଡ଼ାବାସୀ: ସ୍ବାସ୍ଥ୍ୟମନ୍ତ୍ରୀ

By

Published : Jun 3, 2022, 1:50 PM IST

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଶାସକ ଦଳ ଟ୍ରେଣ୍ଡରେ ରହିଥିବାବେଳେ ଏକ ପାଖିଆ ବିଜୟ ନେଇ ଆଶା ପ୍ରକାଶ କରାଯାଉଛି । ବିଜେପିର ରାଧାରାଣୀ ପଣ୍ଡା ଓ କିଶୋର ପଟେଲଙ୍କୁ ମାତ ଦେଇ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୧୦ଟି ରାଉଣ୍ଡରେ ବିଜେଡି ମୋଟ ୩୬ ହଜାର ୩୪୭ ଭୋଟ ପାଇ ଆଗରେ ରହିଛି । ଯାହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ପର୍ଯ୍ୟବେକ୍ଷକ ସୁବାଷ ସିଂ ନିଜର ମତ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details