ଓଡିଶା

odisha

Bahuda Yatra 2022: ଚକାଆଖିର କୁହୁକରେ କିମିଆ ଭକ୍ତ

By

Published : Jul 9, 2022, 12:41 PM IST

ପୁରୀ: ମହାପ୍ରଭୁଙ୍କ ଦୁଇ ପ୍ରମୁଖ ଯାତ୍ରା ଘୋଷଯାତ୍ରା ଓ ବାହୁଡାଯାତ୍ରାକୁ ଅନାଇ ବସିଥାଏ କୋଟି ଜନ ନୟନ । ଚକାନୟନରେ ହଜିଯିବାକୁ ଚାହିଁ ରହିଥାଏ ଭକ୍ତ । ସେହି ଚକାଆଖିର କିମିଆ ଉପରେ ଘୋଷକଙ୍କ ମନ୍ତ୍ରମୁଗ୍ଧକର ବର୍ଣ୍ଣନା... ଶୁଣନ୍ତୁ କିପରି କାଳିଆର ନୟନକୁ ଅତିବ ରମଣୀୟ ଭାବେ ବର୍ଣ୍ଣନା କରୁଛନ୍ତି ଉଦଘୋଷିକା...

ABOUT THE AUTHOR

...view details