ଓଡିଶା

odisha

By

Published : Apr 10, 2022, 10:55 AM IST

Updated : Feb 3, 2023, 8:22 PM IST

ETV Bharat / videos

Russia-Ukraine war: ବାଲୁକା କଳାରେ ଶାନ୍ତି ପ୍ରତିଷ୍ଠା ଆହ୍ୱାନ ଦେଲେ ଶିଳ୍ପୀ ସୁଦାମ

ପୁରୀ: ଋଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ଉଭୟ ଦେଶ ମଧ୍ୟରେ ଚାଲୁଥିବା ଘମାଘୋଟ ଯୁଦ୍ଧରେ ବଳି ପଡୁଛନ୍ତି ବହୁ ନିରୀହ ନାଗରିକ । ତେବେ ଯୁଦ୍ଧ ବନ୍ଦ କରିବା ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଉଦେଶ୍ୟ ନେଇ ବାର୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ । ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠାର ଆହ୍ବାନ ଦେଇଛନ୍ତି । ବେଳାଭୂମିରେ ତିଆରି ବାଲୁକା ଚିତ୍ରକଳା କାର୍ଯ୍ୟକ୍ରମରେ ବହୁ ରୁଷିଆ, ୟୁକ୍ରେନର ନାଗରିକ ସାମିଲ ହୋଇ ଶାନ୍ତି ପାଇଁ ଆହ୍ବାନ ଦେଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details