ଓଡିଶା

odisha

ETV Bharat / videos

'ଅମ୍ଫାନ'କୁ ନେଇ କ'ଣ କହୁଛନ୍ତି ଗୋପାଳପୁର ଡପଲର ରାଡାର କେନ୍ଦ୍ରର ବିଶେଷଜ୍ଞ..

By

Published : May 19, 2020, 8:29 PM IST

ବ୍ରହ୍ମପୁର: ଧିରେଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି 'ଅମ୍ଫାନ' । ସୁନ୍ଦରବନ ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରାଯାଉଥିବା ବେଳେ ଏହାର ଗତି କିଭଳି ରହିଛି, ଘଣ୍ଟା ପ୍ରତି କେତେ କିଲୋମିଟର ବେଗରେ ଏହାର ପ୍ରଭାବରେ ପବନ ବହିବ, କିଭଳି ରହିବ ଏହାର ଓଡିଶା ଉପରେ ପ୍ରଭାବ ଏ ନେଇ କଣ କହୁଛନ୍ତି ଗୋପାଳପୁର କେନ୍ଦ୍ରର ବିଶେଷଜ୍ଞ ରଥ ମାରାଣ୍ଡି । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତର ସମ୍ବାଦଦାତା .. ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details