ରାୟଗଡାକୁ ଛୁଇଁନି କୋରୋନା, ଦେଖନ୍ତୁ କିପରି ରହିଛି ସ୍ଥିତି
ରାୟଗଡା: ସାରା ବିଶ୍ବରେ ଏବେ ମହାମାରୀ କୋରୋନା ଆତଙ୍କ । ସେଥିରୁ ବାଦପଡିନି ଓଡିଶା । ରାଜ୍ୟର 30ଟି ଜିଲ୍ଲା ମଧ୍ୟରୁ 29ଟି ଜିଲ୍ଲାକୁ ଏବେ କୋରୋନା କବଳିତ କରିଛି । କେବଳ ରାୟଗଡା ଜିଲ୍ଲା ଏଥିରୁ ବାଦ୍ପଡିଛି । ଜିଲ୍ଲାରେ 16 ଶହରୁ ଅଧିକ ସ୍ବାବ ପରୀକ୍ଷା କରାଯାଇଥିଲେ ମଧ୍ୟ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଗ୍ରୀନ ଜୋନରେ ଥିବା ଏହି ଜିଲ୍ଲାର ସ୍ଥିତି ବର୍ତ୍ତମାନ କଣ ରହିଛି ସେନେଇ ଦେଖନ୍ତୁ ଏହି ରିପୋର୍ଟ ।