ହାଇଦ୍ରାବାଦ ଇଞ୍ଜିନିୟରଙ୍କ କମାଲ୍, ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି ଇନ୍ଧନ - Hyderabad engineer's initiative
ହାଇଦ୍ରାବାଦ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଇନ୍ଧନ । ଏକଥା ଆମେ କହୁନୁ ହାଇଦ୍ରାବାଦ ଜଣେ ଇଞ୍ଜିନିୟର ଏଭଳି ଦାବି କରିଛନ୍ତି । ସାରା ଦେଶ ପ୍ଲାଷ୍ଟିକ ବିରୋଧରେ ଲଢେଇ ଜାରି ରଖିଥିବାବେଳେ ସେମାନଙ୍କ ମଧ୍ୟରୁ ସତିଶ କୁମାର ଅନ୍ୟତମ । ଯିଏ କି ଇନ୍ଧନ ପ୍ରସ୍ତୁତି ପାଇଁ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ । ଯାହାକି ପୁନଃ ବିନିଯୋଗ ହୋଇପାରିବ ନାହିଁ ।