ଓଡିଶା

odisha

ETV Bharat / videos

ଦେଢ ମାସ ହେଲା ଭାଙ୍ଗିଲାଣି ପୋଲ: ହନ୍ତସନ୍ତ ଗ୍ରାମବାସୀ, ଜରୁରୀକାଳୀନ ସେବା ଠପ୍

By

Published : Nov 6, 2019, 11:33 PM IST

ଆନନ୍ଦପୁର: ଯୋଗାଯୋଗ ପାଇଁ କେବଳ ଗୋଟିଏ ହିଁ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଗତ ଦେଢ ମାସ ତଳେ ପୋଲଟି ସମ୍ପୂର୍ଣ୍ଣ ଧୋଇଯାଇଥିଲା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁରା, ରଙ୍ଗମାଟିଆରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକ ମାତ୍ର ରାସ୍ତାରେ ଉପରେ ଦୁଇଟି ଗାଁ ଲୋକେ ନର୍ଭରଶୀଳ। କୌଣସି ଜରୁରୀ କାଳିନ ସେବା ଗ୍ରାମକୁ ଆସିପାରୁନାହିଁ ।

ABOUT THE AUTHOR

...view details