ଓଡିଶା

odisha

By

Published : Oct 19, 2021, 6:21 AM IST

ETV Bharat / videos

ଦୁର୍ଗା ପୂଜାକୁ ନେଇ ଉତ୍ତେଜନା, ଥାନା ଦ୍ବାରସ୍ଥ ଗ୍ରାମବାସୀ

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନାରଙ୍ଗପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଦୁର୍ଗା ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହୋଇଛି । ନ୍ୟାୟ ଦାବିରେ ଘଷିପୁରା ଥାନା ଦ୍ଵାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details