ଓଡିଶା

odisha

By

Published : Oct 10, 2020, 7:46 PM IST

ETV Bharat / videos

କୋଭିଡ ନିୟମ ଉଲ୍ଲଂଘନ ପ୍ରସଙ୍ଗ, ଅପରାଜିତାଙ୍କ ସମର୍ଥନରେ ବାହାରିଲେ ସୁର

ଭୁବନେଶ୍ବର: କୋଭିଡ ସମୟରେ ଜନ୍ମଦିନ ପାଳି ପୁଣି ଅଡୁଆରେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ । ବିନା ମାସ୍କ ଓ ସାମାଜିକ ଦୂରତାରେ ଶତାଧିକ ସମର୍ଥକଙ୍କ ଗହଣରେ ବାର୍ଥଡେ ସେଲିବ୍ରେସନରେ ମସଗୁଲ ଥିଲେ ଏମପି ମହାଶୟା । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ତେବେ ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ABOUT THE AUTHOR

...view details