ଜାଣନ୍ତୁ କଣ ରହିଛି ବାତ୍ୟା ପରର ସ୍ଥିତି - ଆଇଏମଡି
ଭୁବନେଶ୍ବର: ବର୍ତ୍ତମାନ ବାତ୍ୟା ୟସ୍ ଓଡିଶା ଉପକୂଳ ଛାଡି ଝାଡଖଣ୍ଡ ମୁହାଁ ହୋଇଛି । ବାତ୍ୟା ପରେ ରାଜ୍ୟରେ ଏବେ ବର୍ଷା ପବନ କମିଛି । ହେଲେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ସୁନ୍ଦରଗଡ, ମୟୂରଭଞ୍ଜ ଓ ଦେବଗଡ ପାଇଁ ହେଭି ରେନଫଲ ୱାର୍ଣ୍ଣିଂ ରହିଛି । ତେବେ କିପରି ରହିଛି ବାତ୍ୟାର ପରର ସ୍ଥିତି, ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ କୁମାର ରାୟ...