ଓଡିଶା

odisha

ETV Bharat / videos

ବିଶ୍ବ ପର୍ଯ୍ୟଟନରେ ସାମିଲ ହେବ ଓଡିଶା, ଅଣ୍ଟା ଭିଡିଲେ ରାଜ୍ୟ ସରକାର - world tourism

By

Published : Feb 27, 2021, 5:19 PM IST

ଭୁବନେଶ୍ବର: ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ପାଇଁ ଏକମାତ୍ର ଭରସା ପର୍ଯ୍ୟଟନ ଶିଳ୍ପର ବିକାଶ । ଏହି ବିକାଶ ପାଇଁ ବିଜ୍ଞାପନ ନୁହେଁ ଭିତ୍ତିଭୂମିର ଆବଶ୍ୟକ ରହିଛି । ଆଉ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବିଶ୍ବ ପର୍ଯ୍ୟଟନରେ ଓଡିଶାକୁ ମାଇଲଷ୍ଟୋନ୍ କରିବା ଲକ୍ଷ୍ୟରେ ବିକାଶ ପାଇଁ ସବୁ ବିଭାଗକୁ ଏକାଠି କରିଛନ୍ତି ରାଜ୍ୟ ସରକାର । ହୋଟେଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଘରୋଇ ମାଲିକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ନିୟମ କରିଛନ୍ତି । ଏଥିରେ ମାଲିକଙ୍କୁ ସ୍ବଳ୍ପ ମୂଲ୍ୟରେ ଜମି ଯୋଗାଇଦେବା ବିଜୁଳି ଓ ପାଣି ସଂଯୋଗ ଏବଂ ଟେଲି ସଂଯୋଗୀକରଣ ବ୍ୟବସ୍ଥା କରିଛନ୍ତି ।

ABOUT THE AUTHOR

...view details