ପବିତ୍ର ଜାଗର ପାଇଁ ଚଳଚଞ୍ଚଳ ବାଲେଶ୍ବରର ବିଭିନ୍ନ ଶୈବପୀଠ
ବାଲେଶ୍ବର: ଜିଲ୍ଲାର ବିଭିନ୍ନ ଶୈବପୀଠ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି । ଶ୍ରଦ୍ଧାଳୁ ମାନେ ମହାଦେବଙ୍କୁ ନୈବେଦ୍ୟ ଅର୍ପଣ କରିବା ସହ ଜାଗର ଦୀପ ଜାଳି ମନ୍ଦିର ବେଢାରେ ବସି ରହିଛନ୍ତି । ସହରର ଝାଡେଶ୍ବର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଏନେଇ ଶ୍ରଦ୍ଧାଳୁ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ସମ୍ବାଦଦାତା । ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ