ଓଡିଶା

odisha

ETV Bharat / videos

ମହାପ୍ରଭୁ ରାମକୃଷ୍ଣଙ୍କ ପହଣ୍ଡି ବିଜେ...ଦେଖନ୍ତୁ

By

Published : Jun 24, 2020, 7:09 PM IST

ପୁରୀ: ମହାପ୍ରଭୁ ରାମକୃଷ୍ଣଙ୍କ ପହଣ୍ଡି ଆରମ୍ଭ । ଘଣ୍ଟଘଣ୍ଟା ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମଙ୍ଗଳବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀଜୀଉ । ବିଜେ କାହାଳୀ ବାଜିବା ପରେ ପ୍ରଥମେ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କୁ ଗୋଟି ପହଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ନିଆଯାଇଛି । ଏହାପରେ ବଡଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି । ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ମାଉସୀ ମା' ମନ୍ଦିର ଭିତରକୁ ନିଆଯିବ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details