ଓଡିଶା

odisha

ବାଲୁକା କଳା ମାଧ୍ୟମରେ ସବୁଜ ଦୀପାବଳି ପାଳନର ବାର୍ତ୍ତା

By

Published : Nov 4, 2021, 7:18 AM IST

ବ୍ରହ୍ମପୁର: କାଠରେ ବିଶ୍ବର ଛୋଟ ମା' କାଳୀଙ୍କ ମୂର୍ତ୍ତି ପ୍ରସ୍ତୁତ କରିବା ସହ ବାଲୁକାକଳା ମାଧ୍ୟମରେ ସବୁଜ ଦୀପାବଳି ପାଳନର ବାର୍ତ୍ତା ନେଇ ସଚେତନତା କରାଇଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । କାଠରେ ମାତ୍ର ୧ ସେମି ଉଚ୍ଚର ସବୁଠାରୁ ଛୋଟ କାଳୀ ମୂର୍ତ୍ତି କରି ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି । ଏଥିସହ ବାଲୁକା କଳା ମାଧ୍ୟମରେ ସବୁଜ ଦୀପାବଳି ପାଳନ ପାଇଁ ଆହ୍ବାନ କରିଛନ୍ତି ସତ୍ୟ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details