କ'ଣ ରହିଛି ରସଗୋଲା ଭୋଗର ମହତ୍ମ୍ୟ, ଜାଣନ୍ତୁ... - jagannath
ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ରଥ ଉପରୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହେଲେ ମହାପ୍ରଭୁ ପତ୍ନୀ ଲକ୍ଷ୍ମୀ ସାଆନ୍ତାଣିକୁ ନ ନେଇ ଭାଇଭଉଣୀଙ୍କ ସହ ରଥରେ ମାଉସୀ ଘରକୁ ଯିବା ଯୋଗୁଁ ଲକ୍ଷ୍ମୀ ରୋଷ କରିଥାନ୍ତି। ଯେତେବେଳେ ପ୍ରଭୁ ନୀଳାଦ୍ରି ବିଜେ କରନ୍ତି, ସେହି ସମୟରେ ଅଭିମାନୀ ମହାଲକ୍ଷ୍ମୀ ମନ୍ଦିର କବାଟ ଖୋଲି ନଥାନ୍ତି । ଏଣୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିଥାନ୍ତି ।