ଓଡିଶା

odisha

ETV Bharat / videos

ଆସୁଛି ବାତ୍ୟା, ଅଶାନ୍ତ ବେଳାଭୂମୀ

By

Published : May 25, 2021, 10:43 AM IST

Updated : May 25, 2021, 11:11 AM IST

ଅଶାନ୍ତ ହେଉଛି ଓଡିଶା ଉପକୂଳ । ଜଗତସିଂହପୁର ଓ ବାଲେଶ୍ବରରେ କୂଳ ଲଂଘୁଛି ସମୁଦ୍ର । ଅନେକ ସ୍ଥାନରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଚାନ୍ଦିପୁର ବେଳଭୂମୀରେ ଗର୍ଜନ କରୁଛି ଅଶାନ୍ତ ସମୁଦ୍ର । ମେ 26 ମଧ୍ୟାହ୍ନରେ ଧାମରାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟସ୍’ ।
Last Updated : May 25, 2021, 11:11 AM IST

ABOUT THE AUTHOR

...view details