ପାରାଦୀପରେ କେମିତି ଅଛି ବାତ୍ୟା ପରିସ୍ଥିତି, ସୂଚନା ଦେଲେ ସମ୍ବାଦଦାତା - ପାରାଦୀପରେ କେମିତି ଅଛି ବାତ୍ୟା ପରିସ୍ଥିତି
ଜଗତସିଂହପୁର ଜିଲ୍ଲାରେ ଜାରି ରହିଛି ବାତ୍ୟାର ପ୍ରଭାବ । ସୋମବାରଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ଏହାସହ ପାରାଦୀପରେ ବାତ୍ୟାର ପ୍ରଭାବ ପଡିଛି ଓ ସମୁଦ୍ର ଅଶାନ୍ତ ହୋଇଛି । ଏଭଳି ସ୍ଥିତିରେ କଣ ରହିଛି ପାରାଦୀପର ସ୍ଥିତି, ସେ ନେଇ ଅଧିକ ସୂଚନା ଦେଇଛନ୍ତି ଇଟିଭି ଭାରତ ସମ୍ବାଦଦାତା ପ୍ରଭୁକଲ୍ୟାଣ ପାଲ୍...
Last Updated : May 25, 2021, 12:27 PM IST