ନିର୍ଭୟା ମାମଲା: ଚାରି ଦୋଷୀଙ୍କୁ ଦିଆଯିବ ଫାଶୀ, କଣ ରହିଛି ଫାଶୀ ପୂର୍ବର ନିୟମ ଆସନ୍ତୁ ଶୁଣିବା
ବ୍ରହ୍ମପୁର: କିଛି ଘଣ୍ଟା ପରେ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ । ଆଜି (ଶୁକ୍ରବାର) ଭୋର ସକାଳେ ଫାଶୀ ଦିଆଯିବ । ହେଲେ ଏହି ଫାଶୀ ପୂର୍ବରୁ କଣ ରହିଛି ଏହାର ନିୟମ, କିଭଳି ହୋଇଥାଏ ଏହାର ପ୍ରସ୍ତୁତି ସେ ନେଇ ଜେଲ ବିଭାଗର ବରିଷ୍ଠ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Mar 20, 2020, 8:58 AM IST