ଓଡିଶା

odisha

ETV Bharat / videos

ସରକାରୀ ବାବୁଙ୍କ ପକେଟରେ 23 ଲକ୍ଷରୁ ଊର୍ଦ୍ଧ୍ବ ଭତ୍ତା ଟଙ୍କା

By

Published : Aug 12, 2019, 11:54 PM IST

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ହୋଇଛି ମହାଦୁର୍ନୀତି । ଭତ୍ତା ଟଙ୍କାର ମହାକେଳେଙ୍କାରୀର ଏହି ଦସ୍ତାବିଜ ଲାଗିଛି ‘ଇଟିଭି ଭାରତ’ ହାତରେ । ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ମିଳିଥିବା ସରକାରୀ ସହାୟତା ବାଟମାରଣା ହୋଇଛି । ହିତାଧିକାରୀଙ୍କ ପାଇଁ ସରକାର ପ୍ରଦାନ କରିଥିବା ଟଙ୍କା ଭିତରୁ 23 ଲକ୍ଷ 5 ହଜାର 200 ଟଙ୍କା ସରକାରୀ ବାବୁମାନେ ଚଳୁ କରିଥିବା ଆରଟିଆଇ ରିପୋର୍ଟ କହୁଛି ।

ABOUT THE AUTHOR

...view details