ଓଡିଶା

odisha

ବିଦ୍ୟୁତ ଖୁଣ୍ଟରୁ ଲାଇଟ ଚୋରି କଲା ଦୁର୍ବୃତ୍ତ, ଭିଡିଓ ଭାଇରଲ

By

Published : May 23, 2021, 12:25 PM IST

ଖୋର୍ଦ୍ଧା: କୋରୋନା ସଂକ୍ରମଣ ଚେନ୍ ବ୍ରେକ କରିବାକୁ ରାଜ୍ୟ ସରକାର ରାଜ୍ୟରେ ଲାଗୁ କରିଛନ୍ତି ଲକଡାଉନ ଏବଂ ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରୁଛନ୍ତି । ହେଲେ ଏହି ଲକଡାଉନ ଚୋରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି । ରାଜ୍ୟରେ ବନ୍ଦ ପ୍ରଭାବ ଯୋଗୁଁ ମୁଖ୍ୟତଃ ଚୋରି ମାମଲା ବୃଦ୍ଧି ପାଉଛି । ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶିଶୁ ମନ୍ଦିର ଛକ ନିକଟରୁ । ଯେଉଁଠି ଜଣେ ଦୁର୍ବୃତ୍ତ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଲାଇଟକୁ ଚୋରି କରି ନେଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଚୋରି ସମୟର ଏହି ଭିଡିଓକୁ...

ABOUT THE AUTHOR

...view details