ଜାଣନ୍ତୁ ପ୍ଲାଜମା ଥେରାପି କ’ଣ ? କୋରୋନା ପ୍ରତିଶେଧକ ଭାବେ ହେଉଛି ବ୍ୟବହାର
ଭୁବନେଶ୍ବର: ଜାରି ରହିଥିବା କୋରୋନା ବିପତ୍ତି ପାଇଁ ପ୍ରତିଶେଧକ ମିଳି ନଥିବା ବେଳେ ପ୍ଲାଜମା ଥେରାପିକୁ ନେଇ ଜୋର ଚର୍ଚ୍ଚା ଧରିଛି । ତେଣୁ ଭେଷଜ ବିଶେଷଜ୍ଞ ଡ଼ ଭରତ ପାଣିଗ୍ରାହୀଙ୍କ ଠାରୁ ଜାଣନ୍ତୁ କୋରୋନା ପ୍ରତିଶେଧକ ଭାବେ ଚର୍ଚ୍ଚା ହେଉଥିବା ପ୍ଲାଜମା ଥେରାପି କଣ ?
Last Updated : Apr 27, 2020, 4:36 PM IST