ଓଡିଶା

odisha

By

Published : Dec 12, 2020, 8:36 PM IST

ETV Bharat / videos

କୃଷି ଆଇନ ନେଇ ଚାଲିଛି ଆନ୍ଦୋଳନ, ସମଗ୍ର ଦେଶରେ ଚାଷୀଙ୍କୁ ବୁଝାଇବ ବିଜେପି: ଜୁଏଲ ଓରାମ

ଭୁବନେଶ୍ବର: କୃଷି ବିଲକୁ ନେଇ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ବିଭିନ୍ନ କୃଷକ ସଂଗଠନ ଥଣ୍ତା କାକରରେ ପଡି ନିଜ ଜିଦରେ ଅଟଳ ରହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି । ଏନେଇ ଏହି ବିଲ ସପକ୍ଷରେ ବିଜେପି ଲୋକଙ୍କୁ ବୁଝାଇବା ପାଇଁ ରାଜ୍ୟର ବିଭିନ୍ନ ମଣ୍ତିକୁ ଯିବ । ଏହାସହ ଦେଶରେ 700 ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details