ଓଡିଶା

odisha

ETV Bharat / videos

ଜେଇଇ ମେନ ଏଣ୍ଟ୍ରାନ୍ସ: ପ୍ରଥମ ଦିନ ପରୀକ୍ଷା ପରେ ଖୁସି ଅଛନ୍ତି ଛାତ୍ରଛାତ୍ରୀ

By

Published : Sep 1, 2020, 6:55 PM IST

ଭୁବନେଶ୍ବର: କୋଭିଡ କଟକଣାକୁ ମାନି ପ୍ରଥମ ଦିନର ପରୀକ୍ଷା ଦେଲେ ସର୍ବଭାରତୀୟ ସ୍ତରର ଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷାର୍ଥୀ। ମଙ୍ଗଳବାର ଭୁବନେଶ୍ୱର ଦୁଇଟି ସେଣ୍ଟରରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଣ୍ଟ୍ରାନ୍ସ ଦେଇଛନ୍ତି । ତେବେ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି । ଭୁବନେଶ୍ବରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details