ଓଡିଶା

odisha

ଆସନ୍ତା ୨୧ରେ ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ

By

Published : Mar 7, 2020, 11:16 PM IST

Published : Mar 7, 2020, 11:16 PM IST

ଯାଜପୁର: ଆସନ୍ତା ୨୧ ତାରିଖ ଦିନ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ ଅନୁଷ୍ଠିତ ହେବ । ଏହି ଅବସରରେ ଯାଜପୁର ବାଳାଶ୍ରମ ପଡିଆରେ ଦୁଇ ଦିନ ଧରି ମେଳା ଆୟୋଜନ କରାଯିବ । ଯାଜପୁର ପୌରପରିଷଦ ପକ୍ଷରୁ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ABOUT THE AUTHOR

...view details