ଓଡିଶା

odisha

ମହାଶିବରାତ୍ରୀ: ପରମହଂସନାଥ ପୀଠରେ ଭକ୍ତଙ୍କ ଗହଳି

By

Published : Mar 11, 2021, 5:22 PM IST

Published : Mar 11, 2021, 5:22 PM IST

ପବିତ୍ର ଜାଗର ପାଇଁ ଉତ୍ସବମୁଖର ରାଜ୍ୟର ସମସ୍ତ ଶୈବପୀଠ । ତେବେ କଟକରେ ଥିବା ସର୍ବପୁରାତନ ଶୈବପୀଠ ପରମହଂସନାଥ ମନ୍ଦିରରେ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । କୋଭିଡ କଟକଣା ମାନି ଲାଇନରେ ରହି ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details