ଓଡିଶା

odisha

By

Published : Mar 10, 2020, 12:03 PM IST

Updated : Mar 10, 2020, 12:46 PM IST

ETV Bharat / videos

ରଙ୍ଗରେ ରଙ୍ଗୀନ ଶ୍ରୀକ୍ଷେତ୍ର, ଜଗା ସହ ହୋଲି ଖେଳୁଛନ୍ତି ପର୍ଯ୍ୟଟକ

ପୁରୀ:ପବିତ୍ର ହୋଲି ଉତ୍ସବକୁ ନେଇ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସିଂହଦ୍ବାର ସମ୍ମୁଖରେ ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ମଧ୍ୟ ଶ୍ରୀକ୍ଷେତ୍ରକୁ ଆସି ହୋଲି ଖେଳର ମଜା ନେଇଛନ୍ତି । ଛତିଶଗଡରୁ ଆସିଥିବା ଏକ ପରିବାର ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ।
Last Updated : Mar 10, 2020, 12:46 PM IST

ABOUT THE AUTHOR

...view details