ଓଡିଶା

odisha

ETV Bharat / videos

ଯୁବତୀଙ୍କୁ ଗଣ ଦୁଷ୍କର୍ମ, ବଡବଡିଆଙ୍କ ହାତ ଥିବା ଅଭିଯୋଗ

By

Published : Apr 26, 2019, 3:14 PM IST

ଯାଜପୁର: ଯାଜପୁରରେ ଲଜ୍ଜା । ବିଳମ୍ବିତ ରାତିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ମାଡ ମାରି ଗୁରୁତର କରିଛନ୍ତି ଦୁର୍ବୃତ୍ତ । ଏ ନେଇ ଅଭିଯୋଗ କରି ପୀଡିତାଙ୍କ ବାପା ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି । ଏଥିରେ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା ଘେରାଉ କରିଛନ୍ତି । ଏପଟେ ୪୮ ଘଣ୍ଟା ମଧ୍ୟରେ ଦୁଷ୍କର୍ମକାରୀଙ୍କୁ ଗିରଫ କରାନଗଲେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି । ସୁକିନ୍ଦା ଅଞ୍ଚଳର ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଏଥିରେ ଉଲ୍ଲେଖ ରହିଛି ।

ABOUT THE AUTHOR

...view details