ବାଟ ହୁଡ଼ୁଛି ସରକାରୀ ନୀତି, ହିତାଧିକାରୀ ହତାଶ
କୋରାପୁଟ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 27,911 ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3,39,437 ହିତାଧିକାରୀଙ୍କୁ ଖାଉଟି କାର୍ଡ ମିଳିଛି। ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଫଳରେ ଖାଉଟି ଅଧିକାରରୁ ହାତ ଧୋଇ ବସିଛନ୍ତି କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ଓ ଲିଟିଗୁଡା ଗ୍ରାମବାସୀ।