ଓଡିଶା

odisha

By

Published : Apr 18, 2021, 2:31 PM IST

Updated : Apr 18, 2021, 3:21 PM IST

ETV Bharat / videos

'ଜୀବନରେ ଆଗକୁ ବଢିବା ପାଇଁ ଦେବଦୂତଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ’

ଇଟିଭି ଭାରତ ‘ଡିଜିଟାଲ ଡାଏଲଗ’ରେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ। ରାଜଧାନୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଅର୍ଥଦାନ ବିଷୟରେ ସୁବ୍ରତ ବାଗଚୀଙ୍କ କଣ ରହିଛି ପ୍ରତିକ୍ରିୟା ? କହିଲେ ଦେବା ପୂର୍ବରୁ ଥିବା ଦରକାର । ଯୁବବର୍ଗଙ୍କ ପାଇଁ ବାଗଚୀଙ୍କ ବାର୍ତ୍ତା କ'ଣ ? ସାକ୍ଷାତକାର: ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ୍, ଇଟିଭି ଭାରତ)
Last Updated : Apr 18, 2021, 3:21 PM IST

ABOUT THE AUTHOR

...view details