ଓଡିଶା

odisha

ETV Bharat / videos

ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସହ ‘ଇଟିଭି ଭାରତ’ର ଆଲୋଚନା - EtvBharat

By

Published : May 26, 2021, 8:56 AM IST

ଭୁବନେଶ୍ବର: ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ’ । ଏନେଇ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଜାରି ରହିଛି । ଧାମରା ନିକଟରେ ଲ୍ୟାଣ୍ଡଫଲ କରିବାର ସୂଚନା ରହିଥିବା ବେଳେ ଏନେଇ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା..

ABOUT THE AUTHOR

...view details