ଓଡିଶା

odisha

ETV Bharat / videos

ଇଦ ଉଲ ଜୁହା ଫିକା କରିବ କୋରୋନା !

By

Published : Jul 31, 2020, 7:59 PM IST

ଭଦ୍ରକ: ରାତି ପାହିଲେ "ଇଦ ଉଲ ଜୁହା"। ହେଲେ କୋରନା କାଳରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ଏକ ପ୍ରକାର ଫିକା ହୋଇ ଯାଇଛି ଏହି ଉତ୍ସବ ପାଳନ। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ପ୍ରତି ବର୍ଷ ପାଳନ କରିଥାନ୍ତି ପାଳନ କରିଥାନ୍ତି "ଇଦ ଉଲ ଜୁହା"। ଯାହାକୁ ଆରବି ଭାଷାରେ "ଇଦ ଉଲ ଆଜାହା" ବୋଲି କୁହାଯାଏ। ଭାରତରେ ଏହା କୁ "ଇଦ ଉଲ ଅଦା" ବା ବଳିଦାନର ଦିବସ ଭାବେ ପାଳନ କରାଯାଏ। ଯାହାକୁ ବକ୍ରିଦ ବୋଲି ମଧ୍ଯ କୁହଯାଏ।

ABOUT THE AUTHOR

...view details