ଓଡିଶା

odisha

By

Published : Dec 28, 2020, 9:18 PM IST

ETV Bharat / videos

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ସୁନ୍ଦରଗଡ : ଜିଲ୍ଲା ବ୍ରାହ୍ଣଣୀ ବ୍ରିଜ ଦାଣ୍ଡିଆ ପାଲି ଛକ ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବଞ୍ଚିଗଲେ କାର ଥିବା ସମସ୍ତ ଯାତ୍ରୀ । କାରଟି ସମ୍ବଲପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଟାଟା ଇଣ୍ଡିଗୋ କାରଟି ସମ୍ବଲପୁରରୁ ରାଉରକେଲା ସେକ୍ଟର–20କୁ ଯାଉଥିଲା । ଦାଣ୍ଡିଆପାଲି ଛକ ନିକଟରେ ହଠାତ କାର ଇଞ୍ଜିନରୁ ପ୍ରଚୁର ପରିମାଣର ଧୂଆଁ ବାହାରିଥିଲା । ଧୂଆଁ ବାହାରିବା ଦେଖି ଲୋକେ ପାଟି କରିଥିଲେ । କାର ଚଳାଉଥିବା ବ୍ୟକ୍ତି କାର ଅଟକାଇବା ମାତ୍ରେ ଚାହୁଁଚାହୁଁ କାରରେ ନିଆଁ ଲାଗିଯାଇଥିଲା ।

ABOUT THE AUTHOR

...view details