ଓଡିଶା

odisha

By

Published : Aug 13, 2020, 2:54 PM IST

ETV Bharat / videos

ଜାଣନ୍ତୁ କିପରି ରହିଛି ରାଜ୍ୟରେ କୋରୋନା ସ୍ଥିତି

ଭୁବନେଶ୍ବର: ଗୋଟିଏ ଦିନରେ ସର୍ବାଧିକ 40 ହଜାର ଟେଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆରଟିପିସିଆର ୭ ହଜାର, ଆଣ୍ଟିଜେନ ୩୩ ହଜାର ଓ ୧୯୫ ଟ୍ରନଟ ଟେଷ୍ଟ କରାଯାଇଛି। ତେବେ ରାଜ୍ୟରେ କୋରୋନା ସ୍ଥିତି କିପରି ରହିଛି ,ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା.. ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details