ଓଡିଶା

odisha

ETV Bharat / videos

ଆଉ ଏକ ତାରିଖରେ ପରୀକ୍ଷା ଦେବେ କୋଭିଡ ପଜିଟିଭ JEE ମେନ ପରୀକ୍ଷାର୍ଥୀ

By

Published : Sep 2, 2020, 10:39 PM IST

ବ୍ରହ୍ମପୁର: ସହର ଉପକଣ୍ଠ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସେଣ୍ଟରରେ JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋଭିଡ ପଜିଟିଭ ପରୀକ୍ଷାର୍ଥୀ । ଦୀର୍ଘ ସମୟ ଅପେକ୍ଷା ପରେ ପରୀକ୍ଷା ନ ଦେଇ ପାରି ଘରକୁ ଫେରିଲେ ପରୀକ୍ଷାର୍ଥୀ । ତେବେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାଇ ଦେଶର ସମସ୍ତ କୋଭିଡ ପଜିଟିଭ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ୟ ଏକ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ।

ABOUT THE AUTHOR

...view details