ଓଡିଶା

odisha

ETV Bharat / videos

ବିସ୍ମୟ ବାଳକ ବୁଦ୍ଧାଦିତ୍ୟ, ମାର୍ଚ୍ଚ 14ରେ ଦିଲ୍ଲୀରେ ଦୌଡିବ 50 କିମି

By

Published : Mar 13, 2020, 12:03 AM IST

ଭୁବନେଶ୍ବର: ବୁଦ୍ଧିଆ ସିଂହ ପରେ ଏବେ ଆଉ ଜଣେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ । ବୟସ ମାତ୍ର 4 ବର୍ଷ । ହେଲେ ରେକର୍ଡ ନିଶାରେ ଦୌଡୁଥିବା ବୁଦ୍ଧାଦିତ୍ୟ ଆସନ୍ତା 14 ତାରିଖରେ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ନୋଏଡା ରନିଂ ଫେଷ୍ଟିଭାଲରେ ଭାଗ ନେବାକୁ ଯାଉଛି । ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ABOUT THE AUTHOR

...view details