ଓଡିଶା

odisha

ETV Bharat / videos

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ, ମୋଦିଙ୍କ ପୋଷ୍ଟରରେ ଛାତ୍ର କଂଗ୍ରେସର କାଳିମାଡ଼

By

Published : Feb 23, 2021, 9:43 PM IST

ଭୁବନେଶ୍ବର: ମୋଦିଙ୍କ ପୋଷ୍ଟରରେ ଛାତ୍ର କଂଗ୍ରେସର କାଳିମାଡ଼ । ରାଜଧାନୀର ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟରରେ କାଳିମାଡ । ଅହେତୁକ ତୈଳଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟନ ଛକ ଠାରେ ବିକ୍ଷୋଭ କରାଯାଇଛି । କଂଗ୍ରେସ ଭବନରୁ ଛାତ୍ର ସଭାପତି ୟାସିର ନୱାଜଙ୍କ ପ୍ରତିନିଧିତ୍ବରେ ଏକ ଦଳ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରରେ କାଳିମାଡ଼ କରାଯାଇଛି ।

ABOUT THE AUTHOR

...view details